All India Radio Odia Odia news bulletin, 19 Oct 2026 07:15 19 Oct 2026 07:15 କର୍କଟ ରୋଗ ଚିକିତ୍ସା ନିମନ୍ତେ ଶହେ ସଇଁତିରିଶଟି ଔଷଧ ଉପରେ ବ୍ୟବସାୟିକ ଲାଭ ପରିମାଣ ତିରିଶ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ନିଷ୍ପତ୍ତି ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବା ଲାଗି ଆଜି ତାଜିକିସ୍ତାନ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରୁଷ ୟୁକ୍ରେନ୍ ମଧ୍ୟରେ ଉତ୍ତେଜନା ହ୍ରାସ ନିମନ୍ତେ ପ୍ରସ୍ତାବିତ ବୁଝାମଣା ସଠିକ୍ ଦିଗରେ ଅଗ୍ରସର ହେଉଥିବା… Original: All India Radio Odia