All India Radio Odia Odia news bulletin, 19 Oct 2026 19:15 19 Oct 2026 19:15 ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ବିଜୟା ଦଶମୀ ଅବସରରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକ୍ଷମ ହେଲା କୃଷି କଲ୍ୟାଣ ପୋର୍ଟାଲ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ଏହା ଅଧିକ ଗତିଶୀଳ କରିବ କହିଲେ କୃଷିମନ୍ତ୍ରୀ ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ… Original: All India Radio Odia