All India Radio Odia Odia news bulletin, 20 Oct 2026 07:15 20 Oct 2026 07:15 ବିଜୟାଦଶମୀ ଅବସରରେ ଆଜିଠାରୁ କାର୍ଯ୍ୟକାରୀ ହେବ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଆଜି ପାଳନ କରାଯାଉଛି ଦଶହରା ପର୍ବ ପଚିଶତମ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ବୈଠକରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆର୍ଥିକ… Original: All India Radio Odia