All India Radio Odia Odia news bulletin, 20 Oct 2026 20 Oct 2026 ମିଶ୍ର ମୁଖ୍ୟ ସମ୍ବାଦ ଭାରତକୁ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ତଥା ବ୍ୟବସାୟିକ ଅଂଶୀଦାର ଭାବେ ବର୍ଣ୍ଣନା କଲେ ଆମେରିକାର ବୈଦେଶିକ ମନ୍ତ୍ରୀ ଆତଙ୍କବାଦର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ଉଦ୍ୟମ ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଦୁଇହଜାର ଅଣତିରିଶ ଡିସେମ୍ବର ସୁଦ୍ଧା ପଞ୍ଜାବକୁ ସମ୍ପୃକ୍ତ ନିଶାମୁକ୍ତ… Original: All India Radio Odia