All India Radio Cuttack Odia news bulletin, 20 Oct 2026 14:32 20 Oct 2026 14:32 ରାଜ୍ୟର ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗାଙ୍କର ଦଶମୀ ପୂଜା ଏବଂ ମୁନ୍ମୟୀ ମୂର୍ତ୍ତିଙ୍କ ନିକଟରେ ଅନୁଷ୍ଠିତ ହୋଇଛି ନବମୀ ପୂଜା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ଆଜି ପାଳନ କରୁଛି ଶହେ ଏକତମ ପ୍ରତିଷ୍ଠା ଦିବସ ଅସ୍ଥି କ୍ଷୟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଅସ୍ଥିଓପୁରୋସେସ୍ ଦିବସ ଏବଂ ଭାରତୀୟ ପୁରୁଷ କ୍ରିକେଟ… Original: All India Radio Cuttack